ନିବେଶ କ୍ଷେତ୍ରରେ ଓଡିଶା ୫ ମ ସ୍ଥାନରେ...
ନିବେଶ ପାଇଁ ଭଲ ପରିବେଶ ଥିବା ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନିତ
ନୀତି ଆୟୋଗର ରିପୋର୍ଟରେ ଶୀର୍ଷ ୫ରେ ଅଛି ଓଡ଼ିଶା
‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬’ ରିପୋର୍ଟରେ ଓଡ଼ିଶା ସ୍ଥାନିତ
ନିବେଶ ପରିବେଶ ଆକଳନ ପାଇଁ ଶୀର୍ଷ ୫ ରାଜ୍ୟ ମଧ୍ୟରେ ଓଡ଼ିଶା
ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ଗୋଆ ସହ ଓଡ଼ିଶା ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ
ଟିମ୍ ଓଡ଼ିଶାକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
'ସମୃଦ୍ଧ ଓଡ଼ିଶା' ଗଠନର ସଂକଳ୍ପ ଆହୁରି ସୁଦୃଢ଼ ହେଲା କହିଲେ ମୁଖ୍ୟମନ୍ତ୍ରୀ
ଏହି ସଫଳତାକୁ ଓଡ଼ିଶାର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ'