ନୂଆପଡା ଉପନିର୍ବାଚନ ହାଲଚାଲ...

Nov 6, 2025 - 13:33
 5
ନୂଆପଡା ଉପନିର୍ବାଚନ ହାଲଚାଲ...

ନୂଆପଡାର ଦଳୀୟ କାର୍ଯ୍ୟାଳୟରେ ଜୟ ଢୋଲକିଆ ଙ୍କ ଭୋଟ ବିଜୟକୁ ନେଇ ଆଲୋଚନା ହୋଇଥିଲା |

ଏହି କାର୍ଯ୍ୟକ୍ରମରେ ବିଜେପି ସଭାପତି ମନମୋହନ ସାମଲ, ସଚେତକ ସରୋଜ ପ୍ରଧାନ, ମୁଖ ପାତ୍ର ପ୍ରକାଶ ରଥ, ସମ୍ପାଦକ ବିରଞ୍ଚି ତ୍ରିପାଠୀ, ବିଧାୟକ ଆକାଶ ଦାସ ଙ୍କ ସହିତ ବ୍ରଜବନ୍ଧୁ ସୁବୁଦ୍ଧି ଯୋଗ ଦେଇଥିଲେ |