ନୂଆ ପୋସ୍କୋ ଅଦାଲତ ଖୁବ ଶୀଘ୍ର ଖୋଲିବ...
ନୂଆ ପୋସ୍କୋ ଅଦାଲତ ଖୁବ ଶୀଘ୍ର ଖୋଲିବ...
ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ
ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି କହିଲେ ଆଇନ୍ ମନ୍ତ୍ରୀ.
ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝରରେ ଖୋଲିବ
ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼
ଦେବଗଡ଼, ମାଲକାନଗିରି, ସୋନପୁରରେ ହେବ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ.