ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀ
????ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀ ????ତାଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ????ସୁଶୀଳାଙ୍କ ନେତୃତ୍ୱରେ କାର୍ଯ୍ୟକ୍ଷମ ହେଲା ଅନ୍ତରୀଣ ସରକାର ????ସୁଶୀଳା କାର୍କୀ ହେଲେ ନେପାଳର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ????ସେ ଶପଥ ପାଠ ପରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ????ଅନ୍ତରୀଣ ସରକାର ୬ ମାସ କାମ କରିବା ପରେ ଆସନ୍ତା ବର୍ଷ ମାର୍ଚ୍ଚ ୫ ରେ ହେବ ସାଧାରଣ ନିର୍ବାଚନ ????ବର୍ତ୍ତମାନର ସଂସଦ ଭଙ୍ଗ ସହ ମାର୍ଚ୍ଚ 5 ତାରିଖ ରେ ନିର୍ବାଚନ କରିବାକୁ ରାଷ୍ଟ୍ରପତି ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି
ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀ
ତାଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ
ସୁଶୀଳାଙ୍କ ନେତୃତ୍ୱରେ କାର୍ଯ୍ୟକ୍ଷମ ହେଲା ଅନ୍ତରୀଣ ସରକାର
ସୁଶୀଳା କାର୍କୀ ହେଲେ ନେପାଳର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ
ସେ ଶପଥ ପାଠ ପରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ
ଅନ୍ତରୀଣ ସରକାର ୬ ମାସ କାମ କରିବା ପରେ ଆସନ୍ତା ବର୍ଷ ମାର୍ଚ୍ଚ ୫ ରେ ହେବ ସାଧାରଣ ନିର୍ବାଚନ
ବର୍ତ୍ତମାନର ସଂସଦ ଭଙ୍ଗ ସହ ମାର୍ଚ୍ଚ 5 ତାରିଖ ରେ ନିର୍ବାଚନ କରିବାକୁ ରାଷ୍ଟ୍ରପତି ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି