ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ୩୬ ତମ ଶ୍ରାଦ୍ଧ ଦିବସ
ମହାନ୍ ସ୍ଵାଧୀନତା ସଂଗ୍ରାମୀ,ଗବେଷକ, ଐତିହାସିକ, ଓଡ଼ିଆ ଭାଷା ସାହିତ୍ୟ ,ସଂସ୍କୃତି ଓ ପରମ୍ପରା ପ୍ରାଣ ତଥା ଜ୍ଞାନମଣ୍ଡଳର ପ୍ରଣେତା, ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ୩୬ ତମ ଶ୍ରାଦ୍ଧ ଦିବସ ରେ ସେହି ମହାତ୍ମା ବିନୋଦ କାନୁନଗୋ ଙ୍କ ଅମୃତ ଅମ୍ଲାନ ସ୍ମୃତି ରେ ଭୁବନେଶ୍ୱର,ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ସ୍ମୃତି ସଭାରେ ଯୋଗ ଦେଇଥିବା ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ଫଟୋଚିତ୍ର...
*
*
*