ପିତା ମାତାଙ୍କ ମୃତ୍ୟୁ ପରେ ନିର୍ଭରଶୀଳ ଝିଅକୁ ପରିବାର ପେନସନରୁ ବଂଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ଏଥିସହିତ ବାପା-ମାଙ୍କ ମୃତ୍ୟୁ ରେ ନିର୍ଭରଶୀଳ ଝିଅକୁ ୮ ସପ୍ତାହ ଭିତରେ * ପରିବାର ପେନସନ ମଞ୍ଜୁର କରିବା ପାଇଁ ହାଇକୋର୍ଟ କହିଛନ୍ତି ।