ବନ୍ୟାର ଘର କ୍ଷୟକ୍ଷତିର ଭରଣା ରାଶି...

Aug 3, 2026 - 19:09
 8
ବନ୍ୟାର ଘର କ୍ଷୟକ୍ଷତିର ଭରଣା ରାଶି...

ସଂପୂର୍ଣ୍ଣ ଘର ଭାଙ୍ଗିଥିଲେ ଲକ୍ଷେ ୨୦ହଜାର ମିଳିବ'

ବନ୍ୟା କ୍ଷତିର ଆକଳନ ଆରମ୍ଭ ହୋଇଯାଇଛି କହିଲେ ରାଜସ୍ବ ମନ୍ତ୍ରୀ

ସଂପୂର୍ଣ୍ଣ ପାଣି ନିଷ୍କାସନ ହୋଇଥିବା ସ୍ଥାନରେ ଆକଳନ ଆରମ୍ଭ ହୋଇଛି

କୃଷି ଓ ରାଜସ୍ବ ବିଭାଗ କର୍ମଚାରୀ କ୍ଷୟକ୍ଷତି ଆକଳନରେ ନିୟୋଜିତ