ବିଜେପିର ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ମିଶ୍ରଣ ପର୍ବ...

Feb 11, 2026 - 12:07
 25
ବିଜେପିର ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ମିଶ୍ରଣ ପର୍ବ...

ବିଜେପିର ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ମିଶ୍ରଣ ପର୍ବ...

ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଜେପି ସଂଗଠନକୁ ସୁଦୃଢ କରିବାର ତ୍ୱରିତ ପ୍ରକ୍ରିୟାରେ ଭୁବନେଶ୍ୱର ମଧ୍ୟ ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, 

ବନଦୁର୍ଗା ମଣ୍ଡଳ ସଭାପତି ଶ୍ରୀ ଏସେ କେ ଅବୁଲ କଲାମ ଆଜାଦ,

ୱାର୍ଡ ପ୍ରମୁଖ ଶ୍ରୀ କୃଷ୍ଣ ଚନ୍ଦ୍ର ପୃଷ୍ଟି ଏବଂ ଅନ୍ୟାନ୍ୟ ନେତୃତ୍ୱଙ୍କ ଉପସ୍ଥିତରେ ଆୟୋଜିତ ମିଶ୍ରଣପର୍ବ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ପରିତ୍ୟାଗ କରି ଶ୍ରୀ ମଧୁସୂଦନ ରାଓ ଦୋରା ଙ୍କ ସହ ଶତାଧିକ ବିଜେଡି କର୍ମୀ ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ.I

ଯଶ୍ଵସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଏବଂ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ବିକାଶ ଓ ଜନମଙ୍ଗଳକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭୁବନେଶ୍ୱର ବିଜେପି ସଂଗଠନ ସହ ଯୋଡ଼ି ହୋଇଛନ୍ତି ଯାହା ଆଗାମୀ ଦିନରେ ଦଳକୁ ଆହୁରି ସଶକ୍ତ କରିବI

ଏହି ମିଶ୍ରଣର ମହା ପର୍ବରେ ଯୋଗଦେଇ ଥିବା ସମସ୍ତ ସାଥି ସହଯୋଗୀ ଙ୍କୁ ମୁଁ ହୃଦୟରୁ ସ୍ୱାଗତ କରୁଛି |