ବିନା OTET ପରୀକ୍ଷା ପାସ ରେ ଚାକିରୀ ଅନିଶ୍ଚିତ

Sep 8, 2025 - 07:58
 38
ବିନା OTET ପରୀକ୍ଷା ପାସ ରେ ଚାକିରୀ ଅନିଶ୍ଚିତ

ବିନା OTET ପରୀକ୍ଷା ପାସ ରେ ଚାକିରୀ ଅନିଶ୍ଚିତ 

ଆସନ୍ତା ୨୭ ଶନିବାର ଦିନ ହେବ OTET ପରୀକ୍ଷା 

ଦୁଇଟି ସିଟିଙ୍ଗରେ ପରୀକ୍ଷା ପରିଚାଳନା କରାଯିବ 

ପ୍ରଥମ ସିଟିଙ୍ଗ ସକାଳ ୯-୦୦ ରୁ ୧୧-୩୦ ସମୟ ପର୍ଯ୍ୟନ୍ତ 

ଦ୍ୱିତୀୟ ସିଟିଙ୍ଗ ଅପରାହ୍ନ ୨-୦୦ ରୁ ୦୪-୩୦ ସମୟ ପର୍ଯ୍ୟନ୍ତ 

ସେପ୍ଟେମ୍ବର ୧୭ ଭିତରେ ଆଡମିଟ କାର୍ଡ ଡାଉନଲୋଡ଼ କରି ପାରିବେ 

ଡାଉନଲୋଡ଼ ୱେବ ସାଇଟ :: httpp:/bseodisha.ac.in