ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ସ୍ପଟ୍ ମେଧା ତାଲିକା ପ୍ରକାଶିତ...
୨୦୨୬-୨୭ ଶିକ୍ଷାବର୍ଷ ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ସ୍ପଟ୍ ମେଧା ତାଲିକାରେ ମୋଟ ୨୫,୩୩୨ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି ।
ଚୟନ ପ୍ରକ୍ରିୟା ସମୟରେ ୮୭,୫୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୬,୫୭୦ ଜଣଙ୍କୁ ଚୟନ କରାଯାଇଛି । ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ସର୍ବାଧିକ ୧୪,୧୮୦ ଜଣ ନାମ ଲେଖାଇଛନ୍ତି,
ଏହାପରେ ବିଜ୍ଞାନରେ ୭୨୨୬ ଜଣ, ବାଣିଜ୍ୟରେ ୨୬୦୧ ଜଣ, ଧନ୍ଦାମୂଳକରେ ୧୦୬୮ ଜଣ ଏବଂ ସଂସ୍କୃତରେ ୨୫୭ ଜଣ ଅଛନ୍ତି ।