ବିଶୃଙ୍ଖଳା ନେଇ ରେଭେନ୍ସାରେ ନିଯୁକ୍ତ ହେଲେ ନୂଆ ଅଧିକାରୀ...
ରେଭେନ୍ସା ବିବାଦ; ବଦଳିଲେ ଚିଫ୍ ୱାର୍ଡେନ ସୁଦର୍ଶନ ମିଶ୍ର
ପ୍ରଫେସର ପୂର୍ଣ୍ଣେନ୍ଦୁ ପାଢ଼ୀ ହେଲେ ନୂଆ ଚିଫ୍ ୱାର୍ଡେନ
୨ ଡେପୁଟି ଚିଫ୍ ୱାର୍ଡେନଙ୍କୁ ମଧ୍ୟ ବଦଳି ନିର୍ଦ୍ଦେଶ
ମନୋଜ କୁମାର ଦାସ, ରଶ୍ମିରେଖା ଶତପଥୀ ବଦଳିଲେ
ପ୍ରଫେସର ଦୀପ୍ତି ରାଉତ ଓ ଦ୍ବିତୀକୃଷ୍ଣ ବେହେରା ନୂଆ ଡେପୁଟି ଚିଫ୍ ୱାର୍ଡେନ
ଏଥିସହ ବିଭିନ୍ନ ହଷ୍ଟେଲର ୨୬ ଜଣ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ ବଦଳିଲେ
ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ