ବିହାର ନିର୍ବାଚନହାଲଚାଲ...
ବିହାର ନିର୍ବାଚନହାଲଚାଲ...
ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା
ମହାଗଠବନ୍ଧନ ପକ୍ଷରୁ ତେଜସ୍ବୀଙ୍କ ନାଁ ଘୋଷଣା ହେଲା
ଅଶୋକ ଗେହେଲେଟ ସାମ୍ବାଦିକ ସମିଳନୀରେ ନାଁ ଘୋଷଣା କଲେ
ଗେହେଲେଟ କହିଲେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବୁ
VIP ମୁଖ୍ୟ ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା