ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା...

Oct 3, 2026 - 10:08
 11
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା...

ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ରୁ ରାଜ୍ୟବ୍ୟାପୀ ୪୪ ଦିନିଆ ଆଇ.ଇ.ସି. (IEC) ଅଭିଯାନର ଶୁଭାରମ୍ଭ ହେଉଛି, ଯାହା ନଭେମ୍ବର ୧୪ ଶିଶୁ ଦିବସ ପର୍ଯ୍ୟନ୍ତ ଜାରି ରହିବ। 

ପ୍ରତ୍ୟେକ ଗ୍ରାମସଭା ସ୍ତରରେ ସଂକଳ୍ପ ନେଇ ଶିଶୁମାନଙ୍କ ଅଧିକାର ରକ୍ଷା କରିବା, ବିଦ୍ୟାଳୟରେ ନାମଲେଖା ସୁନିଶ୍ଚିତ କରିବା ଏବଂ ତୃଣମୂଳ ସ୍ତରରୁ ଶିଶୁ ଶ୍ରମକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଆମ ସମସ୍ତଙ୍କର ଦାୟିତ୍ୱ। 

ଆସନ୍ତୁ, ଏହି ମହତ୍ ଅଭିଯାନରେ ସାମିଲ ହୋଇ ଶିଶୁମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା।