ବିଏମ୍ସିରେ ମିଶିଵ ୭୨ଟି ଗାଁ
ବଢ଼ିବ ଭୁବନେଶ୍ୱର ମହାନଗର ନିଗମ ପରିସୀମା । ବିଏମ୍ସିରେ ମିଶିବ ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକର ୭୨ଟି ଗାଁ । ପୂର୍ବରୁ ୨୬ଟି ଗାଁ ମିଶ୍ରଣ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ଆଉ ୪୬ଟି ଗାଁ ମିଶ୍ରଣ ପାଇଁ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦେଲା ବିଏମ୍ସି