ମୋହନ ସରକାରଙ୍କ ଆଉ ଏକ ବଡ଼ ଭେଟି...

Oct 27, 2025 - 12:34
 21
ମୋହନ ସରକାରଙ୍କ ଆଉ ଏକ ବଡ଼ ଭେଟି...

ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳୀଙ୍କୁ ବଡ଼ ଭେଟି ଦେଲେ ଓଡ଼ିଶା ସରକାର। କେନ୍ଦୁପତ୍ର ତୋଳାଳୀଙ୍କୁ ଆର୍ଥିକ ସହାୟତା ୫୦ କୋଟି ଟଙ୍କା ମଞ୍ଜୁର କଲା ଜଙ୍ଗଲ ଓ ପରିବେଶ ବିଭାଗ। ୨୨ ଜିଲ୍ଲାର ୯ ଲକ୍ଷରୁ ଅଧୂକ କେନ୍ଦୁପତ୍ର ତୋଳାଳୀ ହେବେ ଉପକୃତ।