ଆହାର ପାଇଁ ବଜେଟ ହେଲା ୫୧୨ କୋଟି...

Oct 27, 2025 - 12:35
 6
ଆହାର ପାଇଁ ବଜେଟ ହେଲା ୫୧୨  କୋଟି...

ଆହାର ବଜେଟ ର ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

କ୍ୟାବିନେଟ ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବ ପାରିତ

କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

‘ଆହାର’ ପାଇଁ ଏଣିକି ବ୍ୟୟ ବହନ କରିବେ ରାଜ୍ୟ ସରକାର

୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷରେ ବ୍ୟୟ ହେବ ୫୧୨ କୋଟି

ଆହାର’ ଭୋଜନ ମୂଲ୍ୟ ୨୩ ଟଙ୍କାରୁ ୨୭ ଟଙ୍କା ବୃଦ୍ଧି ନିଷ୍ପତ୍ତି

ମାତ୍ର ହିତାଧିକାରୀଙ୍କ ଅବଦାନ ୫ ଟଙ୍କାରେ ଅପରିବର୍ତ୍ତିତ ରହିବ

ସରକାର ‘ଆହାର’ ବାବଦକୁ ସବସିଡିରେ ୨୨ ଟଙ୍କା ବହନ କରିବେ