ରାଉରକେଲା ଇସ୍ପାତ କାରଖାନା ଏବଂ ଓଡ଼ିଶାରେ ଇସ୍ପାତ ମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ କ୍ଷେତ୍ରର ଅଭିବୃଦ୍ଧିକୁ ନେଇ କେନ୍ଦ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ

Nov 20, 2025 - 07:44
 9
ରାଉରକେଲା ଇସ୍ପାତ କାରଖାନା ଏବଂ ଓଡ଼ିଶାରେ ଇସ୍ପାତ ମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ କ୍ଷେତ୍ରର ଅଭିବୃଦ୍ଧିକୁ ନେଇ କେନ୍ଦ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ

ରାଉରକେଲା ଇସ୍ପାତ କାରଖାନା ଏବଂ ଓଡ଼ିଶାରେ ଇସ୍ପାତ ମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ କ୍ଷେତ୍ରର ଅଭିବୃଦ୍ଧିକୁ ନେଇ କେନ୍ଦ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଆରଏସପିର ପରିଚାଳନା, ସମ୍ପ୍ରସାରଣ ଏବଂ ଓଡ଼ିଶାର ବୃଦ୍ଧି ପାଉଥିବା ଇସ୍ପାତ ଖଣି ଉତ୍ପାଦନ ବିଷୟରେ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଏଚ୍ ଡି କୁମା ମାରସ୍ବାମୀ

ପ୍ରଧାନମନ୍ତ୍ରୀ ମୋଦୀଙ୍କ 300 ମେଟ୍ରିକ ଟନ୍ ଇସ୍ପାତ କ୍ଷମତା ଲକ୍ଷ୍ୟ ହାସଲ ପାଇଁ ପୂର୍ଣ୍ଣ ସମର୍ଥନ ଲାଗି ପ୍ରତିଶ୍ରୁତି ଦେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

କେନ୍ଦ୍ର ଇସ୍ପାତ ଏବଂ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀ ଆଜି ଭୁବନେଶ୍ବରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହିତ ଓଡ଼ିଶାରେ ଇସ୍ପାତ କ୍ଷେତ୍ରର ବିକାଶ, ଶେଷକରି ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ପରିଚାଳନା ଏବଂ ସମ୍ପ୍ରସାରଣ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ମଧ୍ଯ ଉପସ୍ଥିତ ଥିଲେ।

ଆଲୋଚନାକୁ ‘ଫଳପ୍ରଦ' ବୋଲି ଅଭିହିତ କରି କେନ୍ଦ୍ରମନ୍ତ୍ରୀ କୁମାରସ୍ବାମୀ କହିଛନ୍ତି, ଏକ ଅଗ୍ରଣୀ ଇସ୍ପାତ ଏବଂ ଖଣି ହବ୍ ଭାବରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଇସ୍ପାତ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାର ରଙ୍କ ବରିଷ୍ଠ ଅଧୂକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ତିନୋଟି ପ୍ରମୁଖ ମୁଖ କ୍ଷେତ୍ର ଉପରେ ରେ ଆଲୋଚନା ହୋଇଥିବା କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଛନ୍ତି । ସେ କହିଛନ୍ତି, ଆମେ ଆମେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟକାରିତା, ସୁବିଧାର ଯୋଜନାବଦ୍ଧ ସମ୍ପ୍ରସାରଣ । ଏବଂ ଓଡ଼ିଶାରେ ଇସ୍ପାତ ଓ ଖଣି ଉତ୍ପାଦନ ଦନ ବୃଦ୍ଧି ସହ ଜଡିତ ବିଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ । ସମୃଦ୍ଧ ଖଣିଜ ସମ୍ପଦ ଏବଂ ଦୃଢ଼ ଶିଳ୍ପ ଭିତ୍ତଭୂମି ସହିତ ଓଡ଼ିଶା ଭାରତର ଇସ୍ପାତ ଅଭିବୃଦ୍ଧି ରଣନୀତି ପାଇଁ ଏ ଏକ ଅତ୍ୟାବଶ୍ୟକ ସୁମ୍ଭ ହୋଇ ରହିଛି ବୋଲି ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ କୁମାରସ୍ବାମୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆରଏସପିର ସମ୍ପ୍ରସାରଣ ଏବଂ ଇସ୍ପାତ କ୍ଷେତ୍ରର ବ୍ୟାପକ ବିକାଶକୁ ସୁଗମ କରିବା ଲାଗି ମୁଖ୍ୟମନ୍ତ୍ରୀ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। 2030 ସୁଦ୍ଧା 300 ନିୟୁତ ଟନ୍ ଇସ୍ପାତ କ୍ଷମତା ହାସଲ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଲକ୍ଷ୍ୟକୁ ସାକାର କରିବାରେ ରାଜ୍ୟ ସରକାରଙ୍କ વૃ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ।

ମ୍ପ୍ରସାରଣକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ଏହି ବୈଠକ ଓଡ଼ିଶାରେ ଶିଳ୍ପ ସମ୍ପ୍ରସା ନ୍ଦ୍ର ଓ ରାଜ୍ୟ ନେତୃତ୍ବ

ମଧ୍ଯରେ ବର୍ଷିତ ସମନ୍ଵୟକୁ ପ୍ରତିଫଳିତ କରିଥାଏ ଯାହା ଭାରତର ଇସ୍ପାତ ৩০° ଖଣି ଉତ୍ପାଦନ ନରେ ପ୍ରମୁଖ ଯୋଗଦାନ ଦେଇଥାଏ।

ନିରନ୍ତର ସହଯୋଗ ଲାଗି ପ୍ରତିବଦ୍ଧତାକୁ ଦୋହ କ୍ଷମତା ବୃଦ୍ଧି, ଭିତ୍ତିଭୂମିର ଆଧୁନିକୀକରଣ ଏବଂ ଜାତୀୟ ଆର୍ଥକ ଲକ୍ଷ୍ୟକୁ ସମର୍ଥନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦୋହରାଇ ସେ କହିଛନ୍ତି, ସମନ୍ବିତ ପ୍ରୟାସ ଉତ୍ପାଦନ

ଭାରତ ତର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ଇସ୍ପାତ ଉତ୍ପାଦନକାରୀ କ୍ଷେତ୍ର ଭାବରେ ଓଡ଼ିଶାର ଭୂମିକାକୁ ସୁଦୃଢ଼ କରିବା ଏବଂ 300 ମେଟ୍ରିକ କ ଟନ୍ ଇସ୍ପାତ କ୍ଷମତା ମାଇଲଖୁଣ୍ଟ ଆଡ଼କୁ ଦେଶର ଅଗ୍ରଗତିକୁ ଆଗକୁ ବଢ଼ାଇବା ଦିଗରେ ଏହି ଆଲୋଚନା ଆଉ ଏକ ପଦକ୍ଷେପ।