ରାଜନୀତିରୁ ସନ୍ୟାସ ନେଲେ ଦିଲ୍ଲୀ ସାଂସଦ ହର୍ଷବର୍ଦ୍ଧନ

ଦିଲ୍ଲୀ : ରାଜନୀତିରୁ ସନ୍ୟାସ ନେଲେ ଦିଲ୍ଲୀ ସାଂସଦ ହର୍ଷବର୍ଦ୍ଧନ । ୩୦ ବର୍ଷର ରାଜନୀତି କ୍ୟାରିୟରରୁ ସନ୍ୟାସ ନେଲେ ହର୍ଷବର୍ଦ୍ଧନ । ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଲେ ହର୍ଷବର୍ଦ୍ଧନ । ଡାକ୍ତରୀ ପେଷାକୁ ପୁଣି ଫେରିବା ନେଇ ସୂଚନା ଦେଇଛନ୍ତି ।

Mar 3, 2024 - 19:20
 5
ରାଜନୀତିରୁ ସନ୍ୟାସ ନେଲେ ଦିଲ୍ଲୀ ସାଂସଦ ହର୍ଷବର୍ଦ୍ଧନ