ମେଟ୍ରୋ ପ୍ରକଳ୍ପ ହେବା ସୁନିଶ୍ଚିତ I
ମେଟ୍ରୋ ନିଶ୍ଚିତ ହେବ କିନ୍ତୁ କେନ୍ଦ୍ର ସରକାର ଙ୍କ ସହାୟତା ଓ ଗାଇଡ଼ ଲାଇନ ଅନୁସାରେ |
ସେହି ଅନୁସାରେ DPR ହେବ ଓ Tender ମଧ୍ୟ ସାନି କରାଯିବ |
ସେହି ପ୍ରକ୍ରିୟାର ସମସ୍ତ ବ୍ୟବସ୍ଥା ଉପ ମୁଖ୍ୟ ମନ୍ତ୍ରୀ ଙ୍କୁ ଦିଆ ଯାଇଛି | ଭୁବନେଶ୍ୱରର ଟ୍ରାଫିକ Projects ନେଇ କଳ୍ପନା ପାଖରୁ ନନ୍ଦନ କାନନ ରାସ୍ତାରେ ଓଭର ବ୍ରିଜ ନିର୍ମାଣ ପରେ ମେଟ୍ରୋ କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |
Development is a process, it may take times