ରାଜ୍ୟ BJP ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗୁରୁ ଦିବସ ଅବସରରେ ଗୁରୁଜୀଙ୍କୁ କଲେ 'ଗୁରୁ ମାନ୍ୟ"
"ଗୁରୁଙ୍କୁ ନ ମଣିବ ନର,
ଗୁରୁହିଁ ସାକ୍ଷାତ ଈଶ୍ୱର"
ପବିତ୍ର ଗୁରୁ ଦିବସ ଅବସରରେ ନହରକଣ୍ଟା ସ୍ଥିତ ସରସ୍ବତୀ ଶିକ୍ଷା ମନ୍ଦିର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁମାନଙ୍କୁ "ଗୁରୁମାନ୍ୟ" ସମ୍ଭର୍ଦ୍ଧିତ କରିଥିଲେ |
ଗୁରୁମାନେ ବହୁମୂଲ୍ୟ ସମୟ ଦେଇ ପିଲାମାନଙ୍କୁ ଗଢି ତୋଳିବାରେ ଯେଉଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି, ତାହାର କୌଣସି ପଟାନ୍ତର ନାହିଁ ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ |