ରାଜ୍ୟ ସଭା ଭୋଟିଙ୍ଗ ରେ ବିଜେପି ଆଗରେ ରହୁଥିବା ଜଣା ପଡୁଛି...

Mar 16, 2026 - 16:45
 16
ରାଜ୍ୟ ସଭା ଭୋଟିଙ୍ଗ ରେ ବିଜେପି ଆଗରେ ରହୁଥିବା ଜଣା ପଡୁଛି...

ରାଜ୍ୟ ସଭା ଭୋଟିଙ୍ଗ ରେ ବିଜେପି ଆଗରେ ରହୁଥିବା ଜଣା ପଡୁଛି... 

ରାଜ୍ୟସଭା ନିର୍ବାଚନରେ ୮ ବିଧାୟକଙ୍କ କ୍ରସ୍ ଭୋଟିଂ ସୂଚନା

କଂଗ୍ରେସର ୩ ଓ ବିଜେଡ଼ିର ୩ ବିଧାୟକଙ୍କ କ୍ରସ୍ ଭୋଟିଂ

କଂଗ୍ରେସରୁ ଦାଶରଥି ଗମାଙ୍ଗ, ସୋଫିଆ, ରମେଶ ଚନ୍ଦ୍ର ଜେନା ଙ୍କ କ୍ରସ ଭୋଟିଂ

ବିଜେଡିରୁ ଚକ୍ରମଣି, ସୌଭିକ, ସୁବାସିନୀଙ୍କ କ୍ରସ ଭୋଟିଂ ସୂଚନା