ଗଜପତି ମହାରାଜ ଇସ୍କନ ମନ୍ଦିରର ଅଦିନିଆ ରଥଯାତ୍ରାକୁ ନେଇ ଗଭୀର ଅସନ୍ତୁଷ୍ଟ
ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଇସ୍କନ ପାଖକୁ ପ୍ରାୟ ୧୦୦ ପୃଷ୍ଠାର ଦସ୍ତାବିଜ
ବିଦ୍ବାନମାନଙ୍କ ମତକୁ ନେଇ ପ୍ରସ୍ତୁତ ହୋଇ ପଠାଯାଇଛି
ପ୍ରାୟ ୫୦ ବର୍ଷ ହେଲା ବଡ଼ ଭୁଲ ହୋଇ ସାରିଛି ଯାହା ୧୯୬୭ରୁ ଆରମ୍ଭ ହୋଇ ଚଳିତ ବର୍ଷ ୨୦୨୫ରେ ତିଥି ବାହାରେ ୬୮ ସ୍ଥାନରେ ଇସ୍କନ ରଥଯାତ୍ରା ହୋଇଛି
ବର୍ତ୍ତମାନ ସେମାନେ ଭାରତ ଭିତରେ ପରମ୍ପରା ମାନୁଛନ୍ତି
ବିଦେଶରେ ସେମାନେ ପରମ୍ପରା ମାନୁ ନାହାନ୍ତି
କେବଳ ରଥଯାତ୍ରା ନୁହେଁ, ସ୍ନାନଯାତ୍ରାରେ ମଧ୍ୟ ବ୍ୟତିକ୍ରମ କରୁଛନ୍ତି
ଭାରତ ଭିତରେ ସ୍ନାନଯାତ୍ରାରେ ମଧ୍ୟ ବ୍ୟତିକ୍ରମ କରୁଛନ୍ତି
ମାୟାପୁରୀକୁ ଏନେଇ ବିସ୍ତୃତ ଭାବେ ଜଣାଇ ଦିଆଯାଇଛି ଏବଂ
ଏନେଇ କ’ଣ ଜବାବ ଆସୁଛି ତା କୁ ନେଇ ଅପେକ୍ଷା ରହିଛି
ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ପୂର୍ଣ୍ଣିମା ପାଳନ ପାଇଁ ମହାପ୍ରଭୁ ନିଜେ କହିଛନ୍ତି
ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା ପାଇଁ ମହାପ୍ରଭୁ ବିଜେ କର ନ୍ତି
ଚତୁର୍ଦ୍ଧା ମୁରତି ଚଳନ୍ତି ପ୍ରତିମା ନୁହେଁ, ମଦନ ମୋହନ ହେଉଛନ୍ତି ଚଳନ୍ତି ପ୍ରତିମା
କୌଣସି ପରିସ୍ଥିତିରେ ତିଥିକୁ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ଗଜପତି ମହାରାଜ ରୋକଠୋକ ମନ୍ତବ୍ୟ ପ୍ରଦାନ କଲେ |