ଶରଧାବାଲିରେ ଭିଡ଼ ଲାଗିଛି

Jul 19, 2026 - 08:28
 6
ଶରଧାବାଲିରେ ଭିଡ଼ ଲାଗିଛି

"ଶରଧାବାଲିରେ ଭିଡ଼ ଲାଗିଛି 

ଭାଇଭଉଣୀଙ୍କୁ ସାଥେ ଧରି ଜଗା

ଜନମବେଦୀକୁ ବୁଲି ଆସିଛି";

"କଥା ଦେଇଥିଲେ ଗୁଣ୍ଡିଚା ମା'ଙ୍କୁ 

ବରଷକେ ଥରେ ବୁଲି ଆସିବାକୁ"...