ସପ୍ତାହରେ ୪.୫ ଲକ୍ଷରୁ ଅଧୂକ ଯାତ୍ରୀ ପରିବହନ ପ୍ରୟାଗରାଜରେ । ଏକ ଦିନରେ ୪୦ ସ୍ବତନ୍ତ୍ର ଟ୍ରେନ୍, ୧ ଲକ୍ଷ ଯାତ୍ରୀଙ୍କୁ ସେବା

Jan 20, 2026 - 12:36
 4
ସପ୍ତାହରେ ୪.୫ ଲକ୍ଷରୁ ଅଧୂକ ଯାତ୍ରୀ ପରିବହନ ପ୍ରୟାଗରାଜରେ । ଏକ ଦିନରେ ୪୦ ସ୍ବତନ୍ତ୍ର ଟ୍ରେନ୍, ୧ ଲକ୍ଷ ଯାତ୍ରୀଙ୍କୁ ସେବା

ସପ୍ତାହରେ ୪.୫ ଲକ୍ଷରୁ ଅଧୂକ ଯାତ୍ରୀ ପରିବହନ ପ୍ରୟାଗରାଜରେ । ଏକ ଦିନରେ ୪୦ ସ୍ବତନ୍ତ୍ର ଟ୍ରେନ୍, ୧ ଲକ୍ଷ ଯାତ୍ରୀଙ୍କୁ ସେବା

ଭାରତୀୟ ରେଳବାଇ ମୌନି ଅମାବାସ୍ୟା ସମୟରେ ରେଳ ଯାତ୍ରାକୁ ସଫଳତାର ସହ ପରିଚାଳନା କରିଥିଲା, ୩ ଜାନୁଆରୀ ୨୦୨୬ ଠାରୁ ସାରା ଦେଶରେ ୨୪୪ଟି ସ୍ବ ସ୍ବତନ୍ତ୍ର ଟ୍ରେନ୍ ପରିଚାଳନା କରି ଭକ୍ତମାନଙ୍କ ପାଇଁ ସୁଗମ ଏବଂ ସୁବିଧାଜନକ ଯାତ୍ରା ସୁନିଶ୍ଚିତ କରିଥିଲା । ଉତ୍ତର ରେଳବାଇ (ଏନ୍ ଏନ୍‌ଆର୍)ର ୩୧ଟି ଟ୍ରେନ୍, ଉତ୍ତର କେନ୍ଦ୍ରୀୟ ରେଳବାଇ (ଏନସିଆର୍)ର ୧୫୮ଟି ଟ୍ରେନ୍‌ ଏବଂ ଉତ୍ତର-ପୂର୍ବ ରେଳବାଇ (ଏନ୍‌ଇଆର୍) ର ୫୫ଟି ଟ୍ରେନ୍ ପାଖାପାଖୂ ୪.୫ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିଥିଲା । ଉତ୍ସବ ସମୟରେ ବାଧାମୁକ୍ତି ଏବଂ ନିରାପଦ ଯାତ୍ରାକୁ ତ୍ରାକୁ ସୁଗମ କରିବା ନିମନ୍ତେ ସ୍ବତନ୍ତ୍ର ସେବା ଯୋଜନା କରାଯାଇଥିଲା ଏବଂ ଯନୂର ସହ ପରିଚାଳନା କରାଯାଇଥିଲା । 1

ଜାନୁଆରୀ ег ତାରିଖରେ ପ୍ରୟାଗରାଜରେ ୪୦ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା, ଯେଉଁଥ୍ରେ ଏନ୍‌ଆରର ୧୧ଟି ଟ୍ରେନ୍, ଏନସିଆରର ୨୨ଟି ଟ୍ରେନ୍ ଏବଂ ଏନ୍‌ଇଆରର ୭ଟି ୭ଟି ଟ୍ରେନ୍ ଅନୁର୍ଭୁକ୍ତ ଥୂଲା, ଯେଉଁଥିରେ ପାଖାପାଖୂ ୧ ଲକ୍ଷ ଯାତ୍ରୀ ଯାତ୍ରା କରିଥିଲେ। ଉଲ୍ଲେଖନୀୟ କଥା ହେ ହେଉଛି, ସମସ୍ତ ନିୟମିତ ଟ୍ରେନ୍ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିଥିଲା, ଯାହା ଭାରତୀୟ ରେଳବାଇ ଦ୍ବାରା ପ୍ରଭାବଶାଳୀ ଯୋଜନା ଯୋଜନା ଏବଂ ପରିଚାଳନା ଦକ୍ଷତା ପ୍ରଦର୍ଶନ କରିଥିଲା ।

ଏହି ସ୍ବତନ୍ତ୍ର ଟ୍ରେନଗୁଡ଼ିକର ସ ସଫଳ ପରିଚାଳନା ପାର୍ବଣ ସମୟରେ ଯାତ୍ରୀମାନଙ୍କୁ ନିରାପଦ, ସୁବିଧାଜ ଜନକ ଏବଂ ଏବଂ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ଲାଗି ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। କଟୁ ବଡ଼ ଧରଣର ଯାତ୍ରୀ ପରିବହନକୁ ଦକ୍ଷତାର ସହ ପରିଚାଳନା କରିବା ପାଇଁ । ରେଳବାଇ ବିଭିନ୍ନ ଜୋନରେ ପ୍ରଯୁକ୍ତିବିଦ୍ୟା, ଦ୍ୟା, ସମ୍ବଳ ସମ୍ବଳ ଯୋଜନା ଏବଂ ସମନ୍ବଯ ନ୍ବୟର ଲାଭଉଠାଇବା ଜାରି ରଖ୍ ରଖୁଛି।