ସମସ୍ତଙ୍କ ପାଇଁ TET ପାଶ କରିବା ବାଧ୍ୟତାମୂଳକ...

Jun 25, 2026 - 08:34
 18
ସମସ୍ତଙ୍କ ପାଇଁ TET ପାଶ କରିବା ବାଧ୍ୟତାମୂଳକ...

ସମସ୍ତଙ୍କ ପାଇଁ TET ପାଶ କରିବା ବାଧ୍ୟତାମୂଳକ...

TET ପାସ୍‌ କରିନଥିବା ଶିକ୍ଷକଙ୍କ ପାଇଁ କଡା ଆଭିମୁଖ୍ୟ 

TET କ୍ଲିୟର କରିବା ଅବଧି ୨ରୁ ୩ ବର୍ଷକୁ hela ବୃଦ୍ଧି

୨୦୨୮ ଅଗଷ୍ଟ ୩୧ ସୁଦ୍ଧା TET କ୍ଲିୟର ନିର୍ଦ୍ଦେଶ

TET ପାସ୍ କରିନଥିବା ଶିକ୍ଷକଙ୍କୁ ୩ ବର୍ଷ ମଧ୍ୟରେ କ୍ଲିୟର କରିବା ବାଧ୍ୟତାମୂଳକ 

ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ୍‌ ବାଧ୍ୟତାମୂଳକ କରିଛନ୍ତି ସୁପ୍ରିମ କୋର୍ଟ 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି