ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ
ନୂଆଦିଲ୍ଲୀ, 26 ନଭେମ୍ବର
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ସମ୍ବିଧାନ ସଦନର ଐତିହାସିକ କେନ୍ଦ୍ରୀୟ କକ୍ଷରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଯୋଗ ଦେଇଛନ୍ତି।
ଏହି ଅବସରରେ, ପ୍ରଧାନମ ପାନମନ୍ତ୍ରୀ ଭାରତର ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟିକୁ ସ୍ମରଣ କରିଥିଲେ ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ଦେଶର ସାମୂହିକ ଦାୟିତ୍ବକୁ ଦୋହରାଇଥିଲେ।
ଶ୍ରୀ ମୋଦୀ ଗୋଟି ।ଟିଏ ଏକ୍ସ ପୋଷ୍ଟରେ ଲେଖୁଛନ୍ତି: “ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ସମ୍ବିଧାନ ସଦନର ଐତିହାସିକ କେନ୍ଦ୍ରୀୟ କକ୍ଷେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଲି। ଏହି ଅବସରରେ ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟିକୁ ସ୍ମରଣ କରିବା ସହିତ ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ଦେଶର ସାମୂହିକ ଦାୟି ଦାୟିତ୍ବକୁ ଦୋହରାଇଛି।''