ସାଇ ବିନାୟକ ଶିଶୁମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ...

Apr 1, 2026 - 14:02
 7
ସାଇ ବିନାୟକ ଶିଶୁମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ...

ସାଇ ବିନାୟକ ଶିଶୁମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ... 

ଶିକ୍ଷୟିତ୍ରୀ ଐସୁର୍ୟା ଲକ୍ଷ୍ମୀ ତ୍ରିପାଠୀଙ୍କ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ | 

ବିଦ୍ୟାଳୟର ଆବାହକ ଶିକ୍ଷାବିତ ବନମାଳୀ ସାହୁଙ୍କ ସଭାପତିତ୍ବ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଉଦଘାଟକ ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସମାଜସେବୀ ଜଗନ୍ନାଥ ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଫେସର ଡ଼ ନୟନତାରା ଛୋଟରାୟ ଯୋଗ ଦେଇଥିଲେ |

ମୁଖ୍ୟବକ୍ତା ଭାବେ ଖବର ସଂଚାଳକ ଶିକ୍ଷାବିତ ଶଶଧର ନାୟକ, ବିଦ୍ୟାଳୟର ପ୍ରଧାନ ଆଚାର୍ଯା ମମତା ସାହୁ ଉପସ୍ଥିତ ରହିବା ସହ ଶିକ୍ଷା ସହିତ ବିଦ୍ୟାର୍ଥୀ ମାନେ ନୈତିକ, ଚରିତ୍ର ଗଠନ ଓ ପୁଜ୍ୟପୂଜା ଉପରେ ଗୁରୁତ୍ୱ ଦେବାକୁ ମତବ୍ୟକ୍ତ କରିଥିଲେ l

ଶେଷରେ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ