ସେପ୍ଟେମ୍ବର ୧୯ ତାରିଖରୁ online ରେ ହବିଷ୍ୟାଳୀଙ୍କ ପାଇଁ ପଞ୍ଜିକରଣ ଆରମ୍ଭ ହେବ

Sep 17, 2025 - 08:42
 19
ସେପ୍ଟେମ୍ବର ୧୯ ତାରିଖରୁ online ରେ ହବିଷ୍ୟାଳୀଙ୍କ ପାଇଁ ପଞ୍ଜିକରଣ ଆରମ୍ଭ ହେବ

କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଲାଗି, ସୂଚନା ଦେଲେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା

ଅକ୍ଟୋବର ୭ ତାରିଖରୁ ଆରମ୍ଭ ହେବ କାର୍ତିକ ବ୍ରତ ବା ରାଇ ଦାମୋଦର ବ୍ରତ 

ସେପ୍ଟେମ୍ବର ୧୯ ତାରିଖରୁ online ରେ ହବିଷ୍ୟାଳୀଙ୍କ ପାଇଁ ପଞ୍ଜିକରଣ ଆରମ୍ଭ ହେବ 

ହବିଷ୍ୟାଳିମାନେ ପୁରୀର ବୃନ୍ଦାବତୀ ଭବନରେ ରହିବା ସହିତ ଅନ୍ୟ ତିନୋଟି କେନ୍ଦ୍ରରେ ମଧ୍ୟ ରହିବାର ବ୍ୟବସ୍ଥା ହୋଇଛି 

ସରକାରୀ website : edistrict. odisha. gov. in