ବିଧାନ ସଭା ଅଧିବେଶନ ରେକର୍ଡ ସଂଖ୍ୟକ ସମୟ ଯାଏଁ ଚାଲିଲା...

May 1, 2026 - 12:55
 15
ବିଧାନ ସଭା ଅଧିବେଶନ ରେକର୍ଡ ସଂଖ୍ୟକ ସମୟ ଯାଏଁ ଚାଲିଲା...

ବିଧାନ ସଭା ଅଧିବେଶନ ରେକର୍ଡ ସଂଖ୍ୟକ ସମୟ ଯାଏଁ ଚାଲିଲା...

ମଧ୍ୟରାତ୍ରୀ ଯାଏଁ ଚାଲିଲା ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ।

ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ରାତି ୧୨ ଟା ୪୫ ଯାଏଁ ଚାଲିଥିଲା।

ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନ କାର୍ଯ୍ୟକାରୀ ପାଇଁ ସଂକଳ୍ପ ନିଆଯାଇଛି। 

ଗୋଟିଏ ଦିନରେ ପ୍ରାୟ ୧୪ ଘଣ୍ଟା ଯାଏଁ ଚାଲିଲା ଗୃହ।