ବିକାଶ ପାଇଁ ୮ ଯୁକ୍ତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କଲେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ

Sep 17, 2025 - 08:46
Sep 17, 2025 - 08:47
 32
ବିକାଶ ପାଇଁ ୮ ଯୁକ୍ତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କଲେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକାରି ସଂସଦୀୟକ୍ଷେତ୍ରର ବିକାଶ ପାଇଁ ୮ ଯୁକ୍ତ ଦାବିପତ୍ର ପ୍ରଦାନ କଲେ 

ସଙ୍ଗରେ ଥିଲେ ଖୋର୍ଦ୍ଧା ବିଧାୟକ -ପ୍ରଶାନ୍ତ ଜଗଦେବ ଓ ଉତ୍ତର ଭୁବନେଶ୍ୱର ପ୍ରାର୍ଥୀ -ପ୍ରିୟଦର୍ଶୀ ମିଶ୍ର 

ବେଗୁନିଆ, ବୋଲଗଡ଼ କୁ NAC ମାନ୍ୟତା 

PN କଲେଜ କୁ ଆର୍ଥିକ ସହାୟତା