୧୯ ଦିନର ଶିଶୁକନ୍ୟାକୁ କ୍ୟାପିଟଲ ହସ୍ପିଟାଲରେ ଛାଡି ଛୁ ମାରିଲେ ଦମ୍ପତି

ଭୁବନେଶ୍ୱର :୧୯ ଦିନର ଛୁଆକୁ ଛାଡ଼ି ବାପା ମା' ଫେରାର। ଶିଶୁର ଚିକିତ୍ସା ପାଇଁ ନୟାଗଡରୁ ଭୁବନେଶ୍ୱର କ୍ୟାପିଟଲ ହସ୍ପିଟାଲ ଆଣିଥିଲେ ଦମ୍ପତି । କ୍ୟାପିଟଲ ହସ୍ପିଟାଲରେ ଛୁଆକୁ ଛାଡି ଚାଲିଗଲେ ବାପା ମାଆ । ଏବେ ଶିଶୁଟି କ୍ୟାପିଟଲ ହସ୍ପିଟାଲରେ ଏକା ରହିଛି। ହସ୍ପିଟାଲ ପକ୍ଷରୁ ଯୋଗଯୋଗ କରିଥିଲେ ମଧ୍ୟ ବାପା ମାଆ ହସ୍ପିଟାଲ ଆସୁନାହାନ୍ତି । ଏବେ ସ୍ପେଶିଆଲ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ଚାଲିଛି ଶିଶୁର ଚିକିତ୍ସା । ଗତ ୯ଦିନ ହେବ ବାପା, ମାଆ ଶିଶୁଟିକୁ ଆଣି ହସ୍ପିଟାଲ ଆସିଥିଲୋ ଆଜି କୁଆଡେ ଫେରାର ହୋଇଯାଇଥିବା କହିଛନ୍ତି କ୍ୟାପିଟଲ ହସ୍ପିଟାଲ ନିର୍ଦ୍ଦେଶକା

୧୯ ଦିନର ଶିଶୁକନ୍ୟାକୁ କ୍ୟାପିଟଲ ହସ୍ପିଟାଲରେ ଛାଡି ଛୁ ମାରିଲେ ଦମ୍ପତି