୪ ଜିଲା ପାଇଁ ସଭାପତି ଘୋଷଣା କଲା ବିଜେଡିସମାଜ ଡିଜିଟାଲ ଡେସ୍କ I

Aug 5, 2025 - 18:15
 17
୪ ଜିଲା ପାଇଁ ସଭାପତି ଘୋଷଣା କଲା ବିଜେଡିସମାଜ ଡିଜିଟାଲ ଡେସ୍କ I

୪ ଜିଲା ପାଇଁ ସଭାପତି ଘୋଷଣା କଲା ବିଜେଡିସମାଜ ଡିଜିଟାଲ ଡେସ୍କ: ୪ ଜିଲା ପାଇଁ ସଭାପତି ଘୋଷଣା କରିଛି ବିଜୁ ଜନତା ଦଳ(ବିଜେଡି)। ଦଳର ସଭାପତି ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି।

ଗଞ୍ଜାମ ଜିଲା ପାଇଁ ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବାବେଳେ କେନ୍ଦ୍ରାପଡ଼ା ପାଇଁ ଶିବ ପ୍ରସାଦ ଭୋଳ, କଳାହାଣ୍ଡି ପାଇଁ ପ୍ରଦୀପ ଦିଶାରୀ ଏବଂ କଟକ ଜିଲା ସଭାପତି ଭାବେ ପ୍ରଫୁଲ୍ଲ ସିଂହଙ୍କ ନାମ ଘୋଷଣା ହୋଇଛି। ପୂର୍ବରୁ ୨୪ ସାଂଗଠନିକ ଜିଲା ପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା