1983 ମାଟ୍ରିକ ଶ୍ରୀ ବକ୍ରେଶ୍ୱର ହାଇସ୍କୁଲ ଵ୍ୟାଚର ପିଲାମାନଙ୍କ 15 ତମ ବନ୍ଧୁ ମିଳନ ଉତ୍ସବ
1983 ମାଟ୍ରିକ ଶ୍ରୀ ବକ୍ରେଶ୍ୱର ହାଇସ୍କୁଲ ଵ୍ୟାଚର ପିଲାମାନଙ୍କ 15 ତମ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ଜୟଦେବ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି|
ଦୀର୍ଘ 43 ବର୍ଷର ବ୍ୟବଧାନ ରେ ଏହା ଥିଲା 15 ତମ "ଗେଟ ଟୁଗେଦର" |