BCCI ଏବେ RTI ରୁ ମୁକ୍ତ ହେଲା...
RTI ଲଢ଼େଇରେ BCCIର ବଡ଼ ବିଜୟ
BCCI ସୂଚନା ଅଧିକାର ଆଇନ (RTI) ପରିସର ମୁକ୍ତ
ଏନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ କେନ୍ଦ୍ରୀୟ ସୂଚନା କମିଶନ (CIC)
୨୦୧୮ରେ ତତ୍କାଳୀନ CIC ଦେଇଥିବା ନିର୍ଦ୍ଦେଶକୁ ବଦଳାଇଦେଲେ
BCCI ସ୍ୱାଧୀନ ଭାବେ କାମ କରିବ, ସରକାରୀ ହସ୍ତକ୍ଷେପ ମନା
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ୍ ଏକ ପବ୍ଲିକ୍ ଅଥରିଟି ନୁହେଁ- CIC
BCCI ଆର୍ଥିକ ଦୃଷ୍ଟିରୁ ପୂରା ସ୍ୱଚ୍ଛଳ; ସରକାରଙ୍କ ଉପରେ ନିର୍ଭରଶୀଳ ନୁହେଁ