BSE ଜାରିକଲା ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ବ୍ୟବସ୍ଥା...
BSE ଜାରିକଲା ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ବ୍ୟବସ୍ଥା...
ଚଳିତବର୍ଷ ୫ ଲକ୍ଷ ୬୧ ହଜାର ୯୭୯ ପରୀକ୍ଷାର୍ଥୀ ଦେବେ ପରୀକ୍ଷା
ଓଡ଼ିଶାରେ ୩ ହଜାର ୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ।
ସିସିଟିଭି ନଜରରେ ରହିବ ସମସ୍ତ ୩୨୨ଟି ନୋଡାଲ ସେଣ୍ଟର।
ଆସନ୍ତା ୧୦ ତାରିଖ ଦିନ ପ୍ରଥମେ ୪ଟି ଜିଲ୍ଲାକୁ ଯିବ ପ୍ରଶ୍ନପତ୍ର
ପରୀକ୍ଷା ପୂର୍ବରୁ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ।
ପ୍ରଶ୍ନପତ୍ରର ପ୍ରତି ପେଜରେ ଓ୍ବାଟର ମାର୍କ କ୍ୟୁଆର କୋଡ୍ ରହିବ।