DCP ଙ୍କ ରିଜାଇନ ଦେବା ପଛର କାରଣ ଏମିତିବି ହୋଇପାରେ..

Jul 9, 2026 - 08:35
 20
DCP ଙ୍କ ରିଜାଇନ ଦେବା ପଛର କାରଣ ଏମିତିବି ହୋଇପାରେ..

ବାଲିଅନ୍ଧା ଭିଡ଼ ହିଂସା ଆଉ ସୌମ୍ୟ ରଞ୍ଜନ ହତ୍ୟା ଘଟଣା ଦିନ ସିପି ଅଫିସ ରେ କ୍ରାଇମ୍ ରିଭ୍ୟୁ ମିଟିଂ ଚାଲିଥ୍‌ଲା ।

କ୍ରାଇମ ସ୍ପଟ୍ ରେ ଥ‌ିବା ପୋଲିସ୍ ବାରମ୍ବାର ଆଇଆଇସି ଙ୍କୁ ଫୋନ୍ କରି ଘଟଣା ନିୟନ୍ତ୍ରଣ ରେ ନ ଥିବା ଜଣାଇଥିଲେ। ଆଇଆଇସି ସେକଥା

#ଡିସିପି_ମୀନା ଙ୍କୁ ଜଣେଇଥିଲେ, କିନ୍ତୁ ଡିସିପି

#ଜଗମୋହନ_ମୀନା

ବାବୁ କୁଆଡେ ତାଙ୍କୁ ଲଞ୍ଚ ଖାଇ ଯିବାକୁ ବାଧ୍ଯ କରିଥିଲେ, ଘଟଣା ସ୍ଥଳକୁ ଯିବାକୁ ଦେଇ ନ ଥିଲେ । ହୁଏ ତ ସେ ଘଟଣା କୁ ଏତେ

seriously ନେଇ ନ ଥିଲେ!!

ସିପି ଅଫିସ ଠୁ ବାଲିଅନ୍ଧାର ସେ ଜାଗା 15 ମିନିଟର ରାସ୍ତା । ଯଦି ସିପି ନିଜେ ଆଇଆଇସି ଙ୍କୁ ଧରି ସଦଳେ ବଳେ ସେ ଜାଗାରେ ପହଞ୍ଚି ଯାଇଥାନ୍ତେ ତାହାଲେ ସୌମ୍ୟ କଣ ଏମିତି ପାଶବିକ ହତ୍ୟାର ଶିକାର ହେଇଥାନ୍ତେ କି ??

ଆଇଆଇସି ମହୋଦୟ ମଧ୍ୟ ସେତେବେଳେ ଘଟଣାର ଗୁରୁତ୍ବ କୁ ଗମ୍ଭୀରତାର ସହ ନେବାର ଉଚିତ୍ ଥୂଲା ।

#AC_room_ରେ_ଚା_କଫି_ଆଉ_ଭବ୍ୟ ଲଞ୍ଚ ସହ କ୍ରାଇମ୍ ରିଭ୍ୟୁ ମିଟିଂ ବେଶୀ important ଥୂଲା ନା ସେ ସମୟରେ ଘଟିଯାଇଥ‌ିବା ଅପରାଧ ଟିକୁ ଅଟକାଇବା, ଜଣଙ୍କ ଜୀବନ ରକ୍ଷା କରିବା ବେଶୀ ଆବଶ୍ୟକ ଥିଲା !!

ପ୍ରଶ୍ନ ଅନେକ, ଉତ୍ତରଦାୟିତ୍ବତାର, ସଠିକ କର୍ତ୍ତବ୍ୟ ସମ୍ପାଦନାର, ପ୍ରାଥମିକତା ର ଆଉ ସରକାରଙ୍କ ଦାୟିତ୍ବବୋଧର ସରକାର କିମ୍ବା ଉପରିସୁ ଅଧୂକାରୀ ତାଙ୍କୁ ଚାକିରୀ ଛାଡ଼ିବାର ପରାମର୍ଶ ଦେଇ ଥାଇ ପାରନ୍ତି ଅବା ସେ ଆଗକୁ ଆସୁଥ‌ିବା ଅନେକ ଅଜଣା ଅବସ୍ଥା ବିଷୟରେ ଠଉରାଇ ଇସ୍ତଫା ଦେଇ ଥାଇ ପାରନ୍ତି !!!