E KYC କରି ନଥିବା ହିତାଧିକାରୀଙ୍କ ପାଇଁ ଶେଷ ସୁଯୋଗ .

Jul 15, 2025 - 19:37
 31
E KYC କରି ନଥିବା ହିତାଧିକାରୀଙ୍କ ପାଇଁ ଶେଷ ସୁଯୋଗ  .

ଏବେ ସୁଦ୍ଧା ରାସନ କାର୍ଡ ପାଇଁ ୨୦, ୫୮ ୦୦୦ E KYC କରିନାହାନ୍ତି |
ଯ ଦ୍ୱାରା ସେମାନଙ୍କ ଚାଉଳ ବନ୍ଦ ରଖା ଯାଇଛି |
ସେମାନଙ୍କ ସୁବିଧା ପାଇଁ  ସରକାର ୩ ମାସ ଅପେକ୍ଷା କରିବାକୁ ସ୍ଥିର କରିଛନ୍ତି |
Net ନ ଥିବା ଜିଲ୍ଲା ମାନଙ୍କର Net  update ମଧ୍ୟ କରି ଦିଆ ସରିଛି  |
୫ ବର୍ଷ ବୟସ ରୁ ଅଧିକ ବୟସର ପିଲାମାନେ ରାସନ କାର୍ଡର ସୁବିଧା ପାଇବା ପାଇଁ ମଧ୍ୟ  ବ୍ୟବସ୍ଥା ହୋଇଛି  |
ଏହି ୩ ମାସ ମଧ୍ୟରେ ରହି ଯାଇଥିବା ହିତାଧିକାରୀମାନେ   ଯଦି E KYC ନ କଲେ ସେମାନଙ୍କ କାର୍ଡ କାଟି ଦିଆଯିବାର ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି ||