JMM ପକ୍ଷରୁ ରାଇରଙ୍ଗପୁରରେ ବନ୍ଦ ପାଳନ

ରାଇରଙ୍ଗପୁର : ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦରେ ରାଇରଙ୍ଗପୁରରେ ବନ୍ଦ ପାଳନ, JMM ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ, ବନ୍ଦ ପାଳନ ଯୋଗୁଁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ`

JMM ପକ୍ଷରୁ ରାଇରଙ୍ଗପୁରରେ ବନ୍ଦ ପାଳନ