NEET ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ...

May 23, 2026 - 13:11
 13
NEET ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ...

ଫି ଫେରସ୍ତ ପାଇଁ ଆବେଦନ ଆରମ୍ଭ

ନିଟ୍ ପେପର ଲିକ୍ ପରେ ଏବେ ରିଫଣ୍ଡ ପାଇଁ ଖୋଲିଛି ୱେବସାଇଟ। 

ଯେଉଁ ଛାତ୍ରଛାତ୍ରୀ ମାନେ ମେ’ ୩ ତାରିଖ ପରୀକ୍ଷା ଦେଇଥିଲେ, 

ଏବଂ ସେମାନେ ଫି’ ଫେରସ୍ତ ଚାହୁଁଥିଲେ 

କେଵଳ ସେମାନେ NTA ୱେବସାଇଟରେ ଲଗ୍ ଇନ୍ କରି ନିଜ ତଥ୍ୟ ଦେଇପାରିବେ।