PAC- Public Accounts Committee meeting ରେ ଯୋଗ ଦେଇ ବହୁ ଗୁରୁତ୍ଵପୂର୍ଣ ବିଷୟ ଆଲୋଚନାରେ ଭୁବନେଶ୍ବର ସାଂସଦ |
ତାମିଲନାଡୁ ଚେନାଇ ଠାରେ ଆୟୋଜିତ PAC- Public Accounts Committee meeting ରେ ଯୋଗ ଦେଇ ବହୁ ଗୁରୁତ୍ଵପୂର୍ଣ ବିଷୟ ଆଲୋଚନାରେ ଭୁବନେଶ୍ବର ସାଂସଦ |
ଏହି ଅବସରରେ ସମିତି ଅଧକ୍ଷ ଏବଂ ସମସ୍ତ ସହକର୍ମୀ ସାଂସଦ ସରକାରୀ ବରିଷ୍ଠ ଅଧୂକାରୀ ଉପସ୍ଥିତ ଥିଲେ ।