PNB ରେ ଶ୍ରୀମନ୍ଦିର ରେ କୋଟି କୋଟି ଟଙ୍କା...
PNB ରେ ଶ୍ରୀମନ୍ଦିର ରେ କୋଟି କୋଟି ଟଙ୍କା...
????ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ଜମା ହେଲା ଶ୍ରୀମନ୍ଦିରର ୩୯ କୋଟି ଟଙ୍କା
????ଶ୍ରୀମନ୍ଦିରର ୩୯ କୋଟି ୨୨ ଲକ୍ଷ ଟଙ୍କା PNBରେ ଜମା ହେଲା
????କର୍ପସ ଓ ଟେମ୍ପୁଲ ଫଣ୍ଡ୍ର ୩୬ କୋଟି ଓ ପରିକ୍ରମା ପ୍ରକଳ୍ପର ୩ କୋଟି ଜମା
????ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୭.୪୦ ସୁଧହାରରେ ଅଧିକ ବିଡିଂ ଡାକିଲା
????ଅର୍ଥ ସବ୍ କମିଟିରେ ବିଡିଂ କରାଯାଇ ୨୦୨୬-୨୭ ବର୍ଷ ପାଇଁ ଜମା ହେଲା