ସୁଜାତା କାର୍ତ୍ତିକେୟନଙ୍କ VRS ଆବେଦନକୁ ମିଳିଲା ମଞ୍ଜୁରୀ .
ସୁଜାତା କାର୍ତ୍ତିକେୟନଙ୍କ VRS ଆବେଦନକୁ ମିଳିଲା ମଞ୍ଜୁରୀ
VRS ସମ୍ପର୍କରେ କେନ୍ଦ୍ରକୁ ୨୭ରେ ଜଣାଇଥିଲେ ରାଜ୍ୟ ସରକାର
ଚିଠି ପାଇବାର ୨୪ ଘଣ୍ଟା ଭିତରେ VRS ପାଇଁ ମିଳିଲା ମଞ୍ଜୁରୀ
ମାର୍ଚ୍ଚ ୧୩ରେ VRS ପାଇଁ ଆବେଦନ କରିଥିଲେ ସୁଜାତା
୨୦୦୦ ବ୍ୟାଚ୍ର ଆଇଏଏସ୍ ସୁଜାତା କାର୍ତ୍ତିକେୟନ .