UPSC କୋଚିଙ୍ଗ ପାଇଁ ବୃଦ୍ଧି ହେଲା ଆବେଦନ ସମୟସୀମା...

Jun 21, 2026 - 11:18
 4
UPSC କୋଚିଙ୍ଗ ପାଇଁ ବୃଦ୍ଧି ହେଲା ଆବେଦନ ସମୟସୀମା...

UPSC କୋଚିଙ୍ଗ ପାଇଁ ବୃଦ୍ଧି ହେଲା ଆବେଦନ ସମୟସୀମା...

୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଡ଼ିଶା ସରକାର ପ୍ରଯୋଜିତ ମାଗଣା UPSC ସିଭିଲ ସର୍ଭିସେସ୍ ଆବାସିକ କୋଚିଂ କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାର ସମୟସୀମା କୁ ୨୯ ଜୁନ ୨୦୨୬ ରାତ୍ର ୧୧.୪୫ ଟା ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ୧୨ ଜୁଲାଇ ୨୦୨୬ ତାରିଖକୁ ପରୀକ୍ଷା ପାଇ ସ୍ଥିର କରାଯାଇଛି । 

ଯେଉଁ ଯୋଗ୍ୟ ପ୍ରାର୍ଥୀମାନେ SAMS ପୋର୍ଟାଲ www.samsodisha.gov.in ମାଧ୍ୟମରେ ଆବେଦନ ଶୁଳ୍କ ₹100/- ଅନଲାଇନ୍ ମାଧ୍ୟମରେ ଜମା କରି ଆବେଦନ କରିପାରିବେ । 

ଅଧିକ ସୂଚନା ପାଇଁ ଟୋଲ ଫ୍ରି 0674-2954600 କିମ୍ବା ଇମେଲ ମାଧ୍ୟମରେ

civilservicesscheme2025@gmail.com ଯୋଗାଯୋଗ କରିପାରିବେ