ଅପରାହ୍ନ ୩ଟା ପରେ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି
ଖୁବ ଶୀଘ୍ର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତି ଶେଷ ହେବ...
ମେ’ରେ ଭିତର ରତ୍ନଭଣ୍ଡାର ମୋଟ୍ ୯ ଦିନ ପାଇଁ ଗଣତି ମଣତି ହେବ
ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା
ଆଜି ଓ କାଲିକୁ ଛାଡ଼ି ଆଉ ୭ ଦିନ ଗଣତି ପାଇଁ ଧାର୍ଯ୍ୟ
୧୯, ୨୧, ୨୩, ୨୬, ୨୮, ୨୯ ଓ ୩୦ରେ ଗଣତି ଶେଷ ହେବ
ଶ୍ରୀମନ୍ଦିର ପ୍ରଶାସକଙ୍କ ସୂଚନା ଅନୁସାରେ ଏହା ହେବ
ଅପରାହ୍ନ ୩ଟା ପରେ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି
ମଧ୍ୟାହ୍ନ ଧୂପ ପରେ ରତ୍ନଭଣ୍ଡାର ଗଣତି ପାଇଁ ବାହାରିବ ଟିମ୍
ସଂଧ୍ୟା ଆଳତି ଶେଷ ପର୍ଯ୍ୟନ୍ତ ହେବ ରତ୍ନଭଣ୍ଡାର ଗଣତି