ଅହିଲ୍ୟାନଗର ସମ୍ପ୍ରସାରିତ ସମବ ସମବାୟ ଚିନି କାରଖାନାକୁ ଖାନାକୁ ଉଦଘାଟନ କରିଛନ୍ତି ଶ୍ରୀ ଅମିତ ଶାହ

Oct 5, 2025 - 22:36
 4
ଅହିଲ୍ୟାନଗର ସମ୍ପ୍ରସାରିତ ସମବ ସମବାୟ ଚିନି କାରଖାନାକୁ ଖାନାକୁ ଉଦଘାଟନ କରିଛନ୍ତି ଶ୍ରୀ ଅମିତ ଶାହ

ପଦ୍ମଶ୍ରୀ ଡକ୍ଟର ବିଠଲ ରାଓ ଭିଖେ ପାଟିଲ ଏବଂ ପଦ୍ମ ଭୂଷଣ ବାଲାସାହେବ ଭିଖେ ପାଟିଲଙ୍କ ପ୍ରତିମୂର୍ତି ଉନ୍ମୋଚନ

କେବଳ ଛତ୍ରପତି ଶିବାଜୀ ମହାରାଜଙ୍କ * ଅନୁଗାମୀମାନେ ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ସମ୍ଭାଜୀନଗର ଏବଂ ଅହମ୍ମଦନଗରର ନାମ ପରିବର୍ତ୍ତନ କରି ଅହିଲ୍ୟାନଗର କରିବାର ସାହସ କରିପାରିଥିଲେ

ମୋଦୀ ସରକାର ସମବାୟ ଚିନି ଚିନି କାରଖାନାଗୁଡ଼ିକୁ ଆର୍ଥିକ ଭାବେ ସୁଦୃଢ଼ କରି କୃଷକଙ୍କ କଲ୍ୟାଣ ସୁନିଶ୍ଚିତ କରୁଛନ୍ତି

ପଦ୍ମଶ୍ରୀ ପାଟିଲ୍ ପ୍ରଥମ ସମବାୟ ଚିନି କାଚ କାରଖାନା ପ୍ରତିଷ୍ଠା କରିଥିଲେ, ଯାହା କେବଳ ମହାରାଷ୍ଟ୍ରରେ ନୁହେଁ ବରଂ ଅନ୍ୟ କେତେକ ରାଜ୍ୟରେ କୃଷକମାନଙ୍କ ସମୃଦ୍ଧି ଘଟାଇଥୁଲା

ଚିନି କାରଖାନାଗୁଡ଼ିକର ଲାଭମଧ୍ଯସ୍ଥିଙ୍କ ପରିବର୍ଭେ ପରିବର୍ଭେ ସିଧାସଳଖ କୃଷକମାନଙ୍କୁ ସୁନିଶ୍ଚିତ କରିବାରେ ପଦ୍ମଶ୍ରୀ ଡକ୍ଟର ବିଠଲରାଓ ଭିଖେ ପାଟିଲ ଅଗ୍ରଣୀ ଥିଲେ

ଡକ୍ଟର ବାଲାସାହେବ ଭିଖେ ପାଟିଲ ସମବାୟ ଆନ୍ଦୋଳନକୁ ସଶକ୍ତ କରିଥିଲେ ଏବଂ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗ୍ରାମୀଣ । ବିକାଶ ପାଇଁ ସମବାୟରୁ ଲାଭ ଉଠାଇବା ପରମ୍ପରାର ନେତୃତ୍ବ ନେଇଥିଲେ

ସମବାୟ | ଚିନି କାରଖାନାଗୁଡ଼ିକ ବହୁମୁଖୀ ହେବା ଉଚିତ ଏବଂ ବହୁ-ଫିଡ୍ ଇଥାନଲ, ଫ୍ରୋଜନ୍ ପନିପରିବା, ଫଳ ରସ ଇତ୍ୟାଦି ଉତ୍ପାଦନକୁ ବିସ୍ତାର କରିବା ଉଚିତ

୨୦୨୫-୨୬ ଆର୍ଥିକ ବର୍ଷରେ ମୋଦୀ ସରକାର ମହାରାଷ୍ଟ୍ରକୁ ୩୧୩୨ କୋଟି ଟଙ୍କା ପ୍ରଦାନ କରି, ରାଜ୍ୟ ସରକାର ନଗଦ ୧୦,୦୦୦ ଟଙ୍କା ଏବଂ ୩୫ କିଲୋଗ୍ରାମ ଖାଦ୍ୟଶସ୍ୟ ସହିତ ୨୨୧୫ କୋଟି ଟଙ୍କା ପ୍ରଦାନ କରିଥିଲେ, ଯାହା ୩୧ ଲକ୍ଷରୁ ଅଧିକ କୃଷକଙ୍କୁ ଉପକୃତ କରିଥିଲା