ଆଇଆଇଟି ଭୁବନେଶ୍ବରରେ ପ୍ରତିଷ୍ଠା ହେବ ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା
ସମଗ୍ର ଭ ଭାରତରେ ସ୍ବଦେଶୀ ଚିପ୍ ନିର୍ମାଣ ଏବଂ ପ୍ୟାକେଜିଂ କ୍ଷମତା ପାଇଁ ପ୍ରତିଭା ପୁଲ ବିକାଶ କରିବାରେ ହେବ ସହାୟକ
ଯୁବପିଢ଼ିକୁ ଢ଼ିଙ୍କୁ ଶିଳ୍ପ-ପ୍ରସ୍ତୁତ ଦକ୍ଷତାରେ ପ୍ରଶିକ୍ଷଣ ପ୍ରଦାନ କରି ନମୋ ସେମିକଣ୍ଡକ୍ ଣ୍ଡକ୍ଟର ପ୍ରୟୋଗଶାଳା ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଡିଜାଇନ୍ ଇନ୍ ଇଣ୍ଡିଆ’ ପଦକ୍ଷେପକୁ ପ୍ରୋତ୍ସାହିତ କରିବ
ଏହି ପ୍ରୟୋ ୟୋଗଶାଳା ଆଇଆଇଟି ଭୁବନେଶ୍ବର କୁ ସେମିକଣ୍ଡକ୍ଟର ଗବେଷଣା এক ଦକ୍ଷତା ବିକାଶ ପାଇଁ ଏକ କେନ୍ଦ୍ର ଭାବରେ ସ୍ଥାନିତ କରିବ
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ସମ୍ପ୍ରତି ଆଇଆଇଟି ଭୁବନେଶ୍ବରରେ ‘ନମୋ ସେମି ସେମିକଣ୍ଡକ୍ଟର ପ୍ରୟୋଗଶାଳା' ସ୍ଥାପନକୁ ଅନୁମୋଦନ କରିଛ ରିଛନ୍ତି। ଏହି ପ୍ରକଳ୍ପକୁ ସାଂସଦ ସାଂସଦ ହାତ ପାଣ୍ଠି ଯୋଜନା ଅଧୀନରେ ପାଣ୍ଠି ଯୋଗାଇ ଦିଆଯିବ । ପ୍ରକଳ୍ପ ପାଇଁ ଆନୁମାନିକ 4.95 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ରତର ନମୋ ସେମିକଣ୍ଡକ୍ଟ ଣ୍ଡକ୍ଟର ପ୍ରୟୋଗଶାଳା ଯୁବପିଢ଼ିଙ୍କୁ ଶିଳ୍ପ-ପ୍ରସ୍ତୁତ ଦକ୍ଷତାରେ ସଜ୍ଜିତ କରି ଭାରତ ଗଭୀର ପ୍ରତିଭା ପୁଲରେ ଯୋଗଦାନ ଦେବ । ଏହି ପ୍ରୟୋଗଶାଳା ଆଇଆଇଟି ଭୁବନେଶ୍ବରକୁ ସମିକଣ୍ଡକ୍ଟର ଗବେଷଣା ଏବଂ ଦକ୍ଷତା ବିକାଶ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ସ୍ଥାନି ନିତ କରିବା ଏହା ସାରା ଭାରତରେ ଆସୁଥୁବା ଚିପ୍ ନିର୍ମାଣ ଏବଂ ପ୍ୟାକେଜିଂ ୟୁନିଟ୍ ପାଇଁ ପ୍ରତିଭା ବିକାଶ ଶ କରିବାରେ ସାହାଯ୍ୟ କରିବ I
ନୂତନ ପ୍ରୟୋଗଶାଳା ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଡିଜାଇନ୍ ଇନ୍ ଇଣ୍ଡିଆ' ପଦକ୍ଷେପକୁ ଆହୁରି ପ୍ରୋତ୍ସାହିତ କରିବା ଏହା ଭାରତର ଦ୍ରୁତ-ବଦ୍ଧିଷ୍ଣୁ ସେମିକଣ୍ଡକ୍ଟର ଇକୋସିଷ୍ଟମ ପାଇଁ ଏକ ପ୍ରୋତ୍ସାହନକାରୀ ଭାବରେ କାର୍ଯ୍ୟ କରିବ I
ଭାରତ ରତରେ ବିଶ୍ବର 20% ଚିପ୍ ଡିଜାଇନ୍ ପ୍ରତିଭା ଅଛନ୍ତି । ଦେଶର 295 ବିଶ୍ବବିଦ୍ୟାଳୟର ଛାତ୍ରଛା ଛାତ୍ରୀ ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ବାରା ପ୍ରଦାନ କରାଯାଇଥିବା ନୂଆ ଇଡିଏ ଉପକରଣ ବ୍ୟବହାର