ଆଣିବା ପାଇଁ ଓଡ଼ିଶା ସରକାର ଏବଂ ଇଣ୍ଟେଲ୍ ଓ ୩ଡିଜିଏସ୍ ଭାରତକୁ ସବଷ୍ଟ୍ରେଟ୍ ଉତ୍ପାଦନ ପ୍ରଯୁକ୍ତି ଆଣି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ
ଆଣିବା ପାଇଁ ଓଡ଼ିଶା ସରକାର ଏବଂ ଇଣ୍ଟେଲ୍ ଓ ୩ଡିଜିଏସ୍ ଭାରତକୁ ସବଷ୍ଟ୍ରେଟ୍ ଉତ୍ପାଦନ ପ୍ରଯୁକ୍ତି ଆଣି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ
ବିଶ୍ବର ପ୍ରମୁଖ ସେମିକଣ୍ଡକ୍ଟର ର କମ୍ପା କମ୍ପାନୀମାନଙ୍କ ଦ୍ବାରା ନିବେଶ ଏହି କ୍ଷେତ୍ରରେ ସରକାରଙ୍କ ପ୍ରୟାସର ସ୍ବୀକୃତି ତଥା ଭାରତ ପ୍ରତି ଉଦ୍ୟୋଗ ଜଗତର ବିଶ୍ବ ବିଶ୍ବାସକୁ ପ୍ରତିଫଳିତ କରେ : ଅଶ୍ବିନୀ ବୈଷ୍ଣବ
ଏହି ପ୍ରକଳ୍ପ ଭାରତର ସର୍ବବୃହତ ଉଚ୍ଚ-ପ୍ରଯୁକ୍ତି ଉତ୍ପାଦନ ନିବେଶଗୁଡିକ ମଧ୍ୟରୁ ଗୋଟିଏ, ଯାହା ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନରେ କରାଯାଉଥିବା ପ୍ରୟାସକୁ ଆଗକୁ ନେବ
ଓଡ଼ିଶାରେ ଏକ ଉନ୍ନତ ପ୍ୟାକେଜିଂ ଗ୍ଲାସ୍ କୋର୍ ସବଷ୍ଟ୍ରେଟ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଏକ ଢାଞ୍ଚା ସ୍ଥାପନ କରିବା ଲାଗି ଓଡ଼ିଶା ସରକାର, ଇଣ୍ଟେଲ୍ କର୍ପୋରେସନ୍ ଏବଂ ୩ଡିଜିଏସ୍, ୟୁଏସଏ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଦେଶର ସର୍ବବୃହତ ଉଚ୍ଚ - ପ୍ରଯୁକ୍ତି ଉତ୍ପାଦନ ନିବେଶ ମଧ୍ୟରୁ ଗୋଟିଏକୁ ପ୍ରତିନିଧୂତ୍ବ କରେ । ଏହି ୟୁନିଟ୍ ଭୁବନେଶ୍ୱର – ଖୋର୍ଦ୍ଧା ମଧ୍ଯରେ ସ୍ଥାପିତ ହେବାର ପ୍ରସ୍ତାବ ରହିଛି।
କେନ୍ଦ୍ର ଇଲେକ୍ଟ୍ରୋ |ନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଇଣ୍ଟେଲ୍ର ସିଇଓ ଲିପ୍-ବୁ ଟାନ୍ ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା I
ଏହି ଐତିହାସିକ ବୁଝାମଣାପତ୍ର ସ୍ବାକ୍ଷର ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନର ସମ୍ପୂର୍ଣ ଇକୋସିଷ୍ଟମ ବିକାଶ କରିବା ପାଇଁ ସରକାରଙ୍କ ଦୃଷ୍ଟିକୋଣ ସହିତ ସମନ୍ବିତ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଆପ୍ଲାଏଡ୍ ମ୍ୟାଟେରିଆଲ୍ସ ଇନକର୍ପୋରେଟେଡ୍, ଲାମ୍ ରିସର୍ଚ୍ଚ, ଟୋକିଓ ଇଲେକ୍ସ. ନ୍ ଲିମିଟେଡ୍, ମର୍କ ଇଲେକ୍ଟ୍ରୋନିକ୍ସ ଭଳି ଫାର୍ମଗୁଡ଼ିକର ପ୍ରବେଶ ଦେଶରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ସୁଦୃଢ କରୁଛି। ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଡଚ୍ ବହୁରାଷ୍ଟ୍ରୀୟ ଏଏସ ଏମଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ସେମିକଣ୍ଡକ୍ଟର କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଏବଂ ଭାରତରେ ଉଦ୍ୟୋଗ ପତି ଯେ ଯେଉଁ ବିଶ୍ବାସ ସ ରହିଛି ତାହାର ସ୍ବୀକୃତିକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି।
ପ୍ରସ୍ତାବିତ ପ୍ରକଳ୍ପଟି ପାଞ୍ଚ – ଛଅ ବର୍ଷ ମ ମଧ୍ଯରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ଏହ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମରେ ଗୁରୁତ୍ଵପୂର୍ଣ୍ଣ ପ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା ରହିଛି ବ। ଏହା ବ୍ୟାପକ ଉତ୍ପାଦନ ଏବଂ କ୍ତି ସୃଷ୍ଟି କରିବା ସହିତ ତ ପ୍ରତ୍ୟକ୍ଷ ଉଚ୍ଚ-କୁଶଳୀ ନିଯୁକ୍ତି
ଏହି ୟୁନିଟ୍ ଉନ୍ନତ ପ୍ୟାକେଜିଂ ଗ୍ଲାସ୍ କୋର୍ ସବଷ୍ଟ୍ରେଟ୍, ଉଚ୍ଚ-ଘନତାସମ୍ପନ୍ନ ଇଣ୍ଟରକନେକ୍ଟ ସବଷ୍ଟ୍ରେଟ୍ ଏବଂ ସମ୍ବନ୍ଧିତ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟା । ଉପରେ ଧ୍ୟାନ ଦେବ, ଯେଉଁଥ୍ରେ ଇଣ୍ଟେଲ ପ୍ରଯୁକ୍ତିବିଦ୍ୟା ଜ୍ଞାନକୌଶଳ ଏବଂ ପ୍ରକ୍ରିୟା ବିଶେଷଜ୍ଞତାକୁ ଉପଯୋଗ କରାଯିବ ଯିବ । ଏହା ଭାରତ ଭାରତର ଦକ୍ଷତା ବିକାଶ, ଇକୋସିଷ୍ଟମ ଅଭିବୃଦ୍ଧି ବୃଦ୍ଧି ଏବଂ ରପ୍ତାନି -ମୁଖୀ ଉତ୍ପାଦନ କ୍ଷେତ୍ରରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି।
ଏହି ପଦକ୍ଷେପ ଘରୋଇ ଉତ୍ପାଦନ, ଡିଜାଇନ୍ ଇକୋସିଷ୍ଟମ ଏବଂ ଯୋଗାଣ ଶୃଙ୍ଖଳା କ୍ଷମତାକୁ ସୁଦୃଢ଼ କରିବା ପାଇଁ ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନରେ ଚାଲି ଚାଲିଥିବା ପ୍ରୟାସ ଉପ ଉପରେ ଆଧାରିତ। ଏହା ଓଡ଼ିଶାକୁ ସେମିକଣ୍ଡ କ୍ଟଗ ଉତ୍ପାଦନ ଏବଂ ଡିଜିଟାଲ୍ ଭିତ୍ତିଭୂମି କ୍ଷେତ୍ର କ୍ଷେତ୍ରରେ ଉଦୀୟମାନ କେନ୍ଦ୍ର ମଧ୍ୟରେ ସ୍ଥାନିତ କରିବ ।