ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର, ମହିଳା ଗୁରୁତର*
ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର, ମହିଳା ଗୁରୁତର*
*ବଲାଙ୍ଗିର ଟିଟିଲାଗଡ଼ରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ*
*ପ୍ରସୂତିଙ୍କୁ ଆମ୍ବୁଲାନ୍ସରେ ନେଇ ଯିବାବେଳେ ବିସ୍ଫୋରଣ*
*ବିସ୍ଫୋରଣରେ ପୋଡ଼ି ହୋଇ ମହିଳା ଗୁରୁତର*
*ବିସ୍ଫୋରଣ ପରେ ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଭର୍ତ୍ତି*