ଆରମ୍ଭ ହେବାକୁ ଯାଉଛି ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା...
କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠୁ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା
ଏଥିରେ ଭାଗନେବେ ସମୁଦାୟ ବିଭିନ୍ନ ରାଜ୍ୟର ୨ ହଜାର ପ୍ରତିଯୋଗୀ
ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଓଡ଼ିଶାର ୭୫ ଜଣିଆ ସ୍କ୍ବାଡ୍
କ୍ରୀଡା ମନ୍ତ୍ରୀ ସେମାନଙ୍କର ସଫଳତା କାମନା କରି ଓଡିଶା ପାଇଁ ଗୌରବ ଆଣିବାକୁ ଉତ୍ସାହିତ କରିଛନ୍ତି