ବନ୍ଧା ହେବେ BANIK Institute ର ୩ ଅଧିକାରୀ...
ପୋଲିସ SI ନିଯୁକ୍ତି ଘୋଟାଲା ଲିଙ୍କ ରେ ବଣିକ ଶିକ୍ଷାନୁଷ୍ଠାନ ର ୩ ଅଧିକାରୀ
୩ ଅଧିକାରୀ ହେଲେ HR ମ୍ୟାନେଜର୍, ଆଡମିନ୍ ମ୍ୟାନେଜର ଓ ଆକାଉଣ୍ଟ ହେଡ୍
ନୋଟିସ୍ ଜାରି ହେଲା ସେମାନଙ୍କୁ
ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ
ଗତକାଲି 'ବଣିକ' କୋଚିଂ ସେଣ୍ଟରରେ ଛାନ୍ଭିନ୍ କରିଥିଲା କ୍ରାଇମ୍ବ୍ରାଞ୍ଚ